Font Size
ମାର୍କ ଲିଖିତ ସୁସମାଗ୍ଭର 9:42
Oriya Bible: Easy-to-Read Version
ମାର୍କ ଲିଖିତ ସୁସମାଗ୍ଭର 9:42
Oriya Bible: Easy-to-Read Version
ଯୀଶୁ ପାପର କାରଣ ବିଷୟରେ ସତର୍କ କଲେ
(ମାଥିଉ 18:6-9; ଲୂକ 17:1-2)
42 “ଯଦି ଏହି ଛୋଟ ଅବୋଧ ପିଲାମାନଙ୍କ ମଧ୍ୟରୁ ମୋତେ କେହି ବିଶ୍ୱାସ କରୁଥାଏ ଏବଂ ଆଉ ଜଣେ ଲୋକ ସେହି ପିଲାଟିକୁ ପାପ କର୍ମରେ ଲିପ୍ତ କରାଏ, ତେବେ ସେ ଲୋକଟି ପାଇଁ ଏହା ଅତ୍ୟନ୍ତ ଖରାପ ହେବ। ସେ ଲୋକ ବେକରେ ଚକି ପଥରଟିଏ ବାନ୍ଧି ଦେଇ ତାକୁ ସମୁଦ୍ରରେ ଫିଙ୍ଗି ଦେବା ତା’ ପାଇଁ ଭଲ ହୋଇଥା’ନ୍ତା।
Read full chapter
Oriya Bible: Easy-to-Read Version (ERV-OR)
2010 by Bible League International